Subscribe
URL of the page has been copied to clipboard.
Meaning : ଆଖି ପିତୁଳାର ମଝିରେ ଥିବା ବିନ୍ଦୁ
Example : ଆଖିତାରା କ୍ଷତିଗ୍ରସ୍ତ ହୋଇଯିବାପରେ ବ୍ୟକ୍ତି ଅନ୍ଧ ହୋଇଯାଏ
Synonyms : ଆଖିମଣି, କନୀନିକା
Translation in other languages :हिन्दी
आँख की पुतली के बीच की बिंदी।
Meaning : ଆଖି ମଝିର କଳା ଭାଗ
Example : ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
Synonyms : ଆଖିପୁଅ, କନୀନିକା, ତାରା, ନେତ୍ର ପିତୁଳା, ପିତୁଳା
आँख के बीच का काला भाग।
Install App