Meaning : ଆଖି ଖୋଲିବା ବା ପ୍ରକାଶ କରିବା
Example :
ସେ ଚମକିକରି ଆଖି ଖୋଲିଲା
Synonyms : ଉନ୍ମୀଳନ କରିବା
Translation in other languages :
Meaning : ନିଦରୁ ଉଠିବା
Example :
ମୁଁ ଆଜି ସକାଳ ସାତଟାରେ ଉଠିଲି
Synonyms : ଉଠିବା, ଜାଗିବା, ଶୋଇକି ଉଠିବା
Translation in other languages :