Meaning : କାହାକୁ ଆକ୍ଷେପ କରିବା ପାଇଁ କୁହା ଯାଉଥିବା ବ୍ୟଙ୍ଗପୂର୍ଣ୍ଣ କଥା
Example :
ସେ କଥା କଥାରେ କଟାକ୍ଷ କରୁଛି
Synonyms : କଟାକ୍ଷ, ଛିଗୁଲି, ବ୍ୟଙ୍ଗୋକ୍ତି
Translation in other languages :
Meaning : କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା
Example :
ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି
Translation in other languages :
Statements affirming or denying certain matters of fact that you are prepared to prove.
allegation, allegement