Meaning : ଅତ୍ୟଧିକ କ୍ରୋଧିତ ହେବାର ଅବସ୍ଥା ବା ଭାବ
Example :
ସେ ଆକ୍ରୋଶ ରଖି ହତ୍ୟା କରିଦେଲା
Translation in other languages :
Meaning : କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ
Example :
କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ
Synonyms : ଅକଶ, ଅସୂୟା, କୋପ, କ୍ରୋଧ, କ୍ଷୋଭ, ଦାଉ, ପ୍ରତିହିଂସା, ବିଦ୍ୱେଷ, ରାଗ, ରୋଷ
Translation in other languages :
चित्त का वह उग्र भाव जो कष्ट या हानि पहुँचाने वाले अथवा अनुचित काम करने वाले के प्रति होता है।
क्रोध से उन्मत्त व्यक्ति कुछ भी कर सकता है।