Meaning : କାନପର୍ଯ୍ୟନ୍ତ ପହଞ୍ଚାଯାଇଥିବା ବା ବ୍ୟାପି ଥିବା
Example :
ଚିତ୍ରାଙ୍କିତ ଆକର୍ଣ୍ଣ ଦୀର୍ଘ ନୟନଦ୍ୱାରା ଚିତ୍ରର ଶୋଭା ବଢ଼ିଛି
Translation in other languages :
Meaning : କାନ ପର୍ଯ୍ୟନ୍ତ
Example :
ସେ ଧନୁର ଗୁଣକୁ ଆକର୍ଣ୍ଣ ଟାଣି ଛାଡ଼ିଲେ
Synonyms : ଆକର୍ଣ୍ଣାୟତ
Translation in other languages :