Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଆଇସ୍‌ ପାଇସ୍‌ from ଓଡ଼ିଆ dictionary with examples, synonyms and antonyms.

ଆଇସ୍‌ ପାଇସ୍‌   ବିଶେଷ୍ୟ

Meaning : ପିଲାଙ୍କର ଏକ ଖେଳ ଯାହାର ଆରମ୍ଭରେ ଜଣେ ପିଲାର ଆଖି ବନ୍ଦ ହୁଏ ଓ ଏହାପରେ ସେ ଆଖି ଖୋଲି ଲୁଚିଥିବା ଅନ୍ୟ ପିଲାଙ୍କୁ ଖୋଜେ

Example : ପିଲାମାନେ ଅଗଣାରେ ଲୁଚକାଳି ଖେଳ ଖେଳୁଛନ୍ତି

Synonyms : ଲୁଚକାଳି


Translation in other languages :

A game in which a child covers his eyes while the other players hide then tries to find them.

hide and go seek, hide-and-seek