Meaning : କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
Example :
କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ
Translation in other languages :
A principle or condition that customarily governs behavior.
It was his rule to take a walk before breakfast.Meaning : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
Example :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
Synonyms : କାନୁନ, ନିୟମ, ବିଧାନ, ବିଧି
Translation in other languages :
Legal document setting forth rules governing a particular kind of activity.
There is a law against kidnapping.