Subscribe
URL of the page has been copied to clipboard.
Meaning : ପଶୁମାନଙ୍କୁ ଚଲାଇବା ବା ହଟାଇବାପାଇଁ ଆଗକୁ ବଢ଼ାଇବା ବା ଏପଟ ସେପଟ କରିବା
Example : ବିଲରେ ଚରୁଥିବା ବଳଦକୁ ଗାଇଆଳ ଅଡ଼େଇଲା
Synonyms : ହୁରୁଡ଼େଇବା
Translation in other languages :हिन्दी
जानवरों को चलाने या हटाने के लिए आगे बढ़ाना या इधर-उधर करना।
Meaning : ଗାଡ଼ି, ରଥ ଆଦି ଚଲେଇବା
Example : ଖତ ଲଦିବା କ୍ଷଣି ଶଗଡ଼ିଆ ବଳଦଙ୍କୁ ଅଡ଼େଇଲା
Translation in other languages :हिन्दी English
गाड़ी,रथ आदि चलाना।
Operate or control a vehicle.
Meaning : ପଶୁଙ୍କୁ ହଟାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example : ମାଲିକ ଖେତରେ ଚରୁଥିବା ମଇଁଷିକୁ ମଙ୍ଗରୁଦ୍ୱାରା ଅଡ଼େଇଲେ
Synonyms : ହଟେଇବା, ହୁରୁଡ଼େଇବା
हाँकने का काम दूसरे से कराना।
Install App