Meaning : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା
Example :
ସେ ଦିନସାରା ନିଜର ବଡ଼ାଇ ଗପୁଥାଏ
Synonyms : ଅହଙ୍କାର କଥା, ଆତ୍ମଶ୍ଳାଘା, ଗର୍ବ, ବଡ଼ାଇ, ବଡ଼ିମା, ବଡ଼େଇ
Translation in other languages :
Meaning : ଅହଂକାର ଓ ଉଦ୍ଧତ ଭାବ
Example :
ଶ୍ୟାମର ପିତା ପୁଲିସ୍ ବିଭାଗରେ କାମ କରୁଥିବାରୁ ତାର ଫୁଟାଣି ଖୁବ୍ ବେଶୀ
Synonyms : ଉଦ୍ଧତାମି, ଔଦ୍ଧତ୍ୟ, ଗର୍ବ, ଫୁଟାଣି, ରୁକ୍ଷତା
Translation in other languages :
हेकड़ या अक्खड़ होने का भाव।
श्याम के पिता पुलिस में हैं इसलिए वह हेकड़ी दिखाता है।Overbearing pride evidenced by a superior manner toward inferiors.
arrogance, haughtiness, hauteur, high-handedness, lordlinessMeaning : ଦର୍ପ ବା ଦମ୍ଭରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ
Example :
ଆପଣଙ୍କ ଅହଂକାର କାରଣରୁ ଶ୍ରମିକମାନେ କାମ ଛାଡ଼ି ପଳେଇଗଲେ
Synonyms : ଗର୍ବ, ଦମ୍ଭ, ଦମ୍ଭପୂର୍ଣ୍ଣତା, ଦର୍ପ, ଦର୍ପପୂର୍ଣ୍ଣତା
Translation in other languages :
दर्प या दंभ से भरे होने की अवस्था या भाव।
आपकी दर्पिता के कारण मज़दूर काम छोड़कर चले गये।Overbearing pride evidenced by a superior manner toward inferiors.
arrogance, haughtiness, hauteur, high-handedness, lordlinessMeaning : ନିଜର ଗୁଣ ଓ ବିଶେଷତାକୁ ନେଇ ଭାବନା ଯାହା ବାସ୍ତବରେ ନିଜଠାରେ ନଥିବ ଅଥବା ଅଳ୍ପ ଥିବ କିମ୍ବା ନିଜର ଯୋଗ୍ୟତା ସମ୍ବନ୍ଧରେ ଆବଶ୍ୟକତା ଠରୁ ଯାହା ଅଧିକ ଅତିରଞ୍ଜିତ ହୋଇଥିବ
Example :
ଅହଂକାର ମଧ୍ୟ ଗୋଟିଏ ଦୋଷ
Translation in other languages :
Meaning : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
Example :
ଅହଂକାର ମଣିଷକୁ ନେଇ ଡୁବାଇ ଦିଏ କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !
Synonyms : ଅହଂଭାବ, ଅହମିକା, ଔଦ୍ଧତ୍ୟ, ଗର୍ବ, ଦର୍ପ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ
Translation in other languages :
अपने आपको औरों से बहुत अधिक योग्य, समर्थ या बढ़कर समझने का भाव।
अहंकार आदमी को ले डूबता है।