Meaning : ଅମାନ୍ୟ କରିବାର କ୍ରିୟା ବା ଭାବ
Example :
ଜାଲ ଦସ୍ତଖତ ହୋଇଥିବା ଦସ୍ତାବିଜର ଅସ୍ୱୀକୃତି ଆବଶ୍ୟକ
Translation in other languages :
Unsatisfactoriness by virtue of not conforming to approved standards.
unacceptability, unacceptablenessMeaning : ସ୍ୱୀକାର ନକରିବା କ୍ରିୟା ବା ଭାବ
Example :
ପ୍ରଧାନାଚାର୍ଯ୍ୟ ମୋର ପ୍ରାର୍ଥନା ପତ୍ର ଉପରେ ନିଜର ଅସ୍ୱୀକୃତି ଜଣାଇଲେ
Synonyms : ଅସମ୍ମତି, ଅସହମତି, ନାମଞ୍ଜୁରୀ
Translation in other languages :
The act of disapproving or condemning.
disapproval