Meaning : ଯେ ସ୍ୱାଭିମାନୀ ନୁହେଁ
Example :
ସ୍ୱାଭିମାନହୀନ ବ୍ୟକ୍ତି ସ୍ୱାଭିମାନର ପରୱା ନକରି ସମସ୍ତଙ୍କ ଆଗରେ ଦୀନଭାବରେ ପ୍ରାର୍ଥନା କରିଥାନ୍ତି
Synonyms : ସ୍ୱାଭିମାନହୀନ
Translation in other languages :
जो स्वाभिमानी न हो।
बेग़ैरत लोग स्वाभिमान की परवाह न करते हुए सबके आगे गिड़गिड़ाते रहते हैं।