Meaning : ଗୋଟିଏ ପ୍ରକାରର ଖଣିଜ ପଦାର୍ଥ
Example :
ଔଷଧଭାବରେ ସ୍ୱର୍ଣ୍ଣମଖୀର ପ୍ରୟୋଗ ହୋଇଥାଏ
Synonyms : ଆବର୍ତ୍ତ, ତାପୀଜ, ସ୍ୱର୍ଣ୍ଣମଖୀ
Translation in other languages :
एक प्रकार का खनिज पदार्थ।
सोनमक्खी का प्रयोग औषध के रूप में होता है।