Meaning : ବ୍ୟତିବ୍ୟସ୍ତ ହୋଇ ଏପଟସେପଟ ହେବା କ୍ରିୟା
Example :
କିଛି ସମୟ ପରେ ମାଆ କୋଳରେ ଶୋଇଥିବା ପିଲାଟି ଏପଟ ସେପଟ ହେଲା
Synonyms : ଏପଟ ସେପଟ ହେବା, ବ୍ୟତିବ୍ୟସ୍ତ ହେବା, ହଲଚଲହେବା
Translation in other languages :
Meaning : ମନ ଚଞ୍ଚଳ ହେବା
Example :
ରାଧାର ସୌନ୍ଦର୍ଯ୍ୟ ଦେଖି ମୋହନର ମନ ଅଥୟ ହେଲା
Synonyms : ଅଥୟ ହେବା, ଆନ୍ଦୋଳିତ ହେବା, ବିଚଳିତ ହେବା
Translation in other languages :