Meaning : ଯାହା ସ୍ଥିର ବା ନିଶ୍ଚିତ ନୁହେଁ
Example :
ସରକାରଙ୍କ ଅନିଶ୍ଚିତ ନୀତି ହିଁ ଆତଙ୍କବାଦର ମୂଳ
Synonyms : ଅନିର୍ଦିଷ୍ଟ, ଅନିଶ୍ଚିତ, ସ୍ଥିରତାହୀନ
Translation in other languages :
Meaning : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
Example :
କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
Synonyms : ଆନ୍ଦୋଳିତ, ଚଞ୍ଚଳ, ଦ୍ୱିଧାପୂର୍ଣ୍ଣ
Translation in other languages :