Subscribe
URL of the page has been copied to clipboard.
Meaning : ଟଙ୍କାପଇସା ଆଦାୟ କରିବା କାମ
Example : ସାହୁକାର ଗାଁରେ ବୁଲିବୁଲି ନିଜର ଟଙ୍କା ଅସୁଲ କରୁଛି
Synonyms : ଆଦାୟ
Translation in other languages :हिन्दी English
रुपया, पैसा आदि वसूल करने का काम।
A charge imposed and collected.
Meaning : ଆଦାୟ କରି ପ୍ରାପ୍ତ କରାଯାଇଥିବା
Example : ସେ ଆଦାୟକରାଯାଇଥିବା ଧନକୁ ରାଜକୋଷରେ ଜମା କରିଦେଇଛି
Synonyms : ଆଦାୟକରାଯାଇଥିବା
Translation in other languages :हिन्दी
उगाह कर प्राप्त किया हुआ।
Install App