Meaning : ହଇରାଣ କରୁଥିବା କଥାଆଦି
Example :
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
Synonyms : ଅସ୍ତବ୍ୟସ୍ତତା, ଉଦବିଗ୍ନତା, ହଇରାଣ
Translation in other languages :
A situation or condition that is complex or confused.
Her coming was a serious complication.Meaning : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା
Example :
ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା
Synonyms : ସମସ୍ୟା
Translation in other languages :
Meaning : ଅଡ଼ୁଆ ହେବାର କ୍ରିୟା ବା ଭାବ
Example :
ଏହି କାର୍ଯ୍ୟ କରିବାରେ ଅନେକ ଅଡ଼ୁଆ ଆସିପାରେ
Translation in other languages :
Trouble or confusion resulting from complexity.
perplexityMeaning : ସେହି ସ୍ଥିତି ଯେଉଁଥିରେ କୌଣସି କାମ କରିବାପାଇଁ କିଛି ବିଘ୍ନ ବା ବାଧା ହୁଏ
Example :
ଏହି ପରିସ୍ଥିତିରେ କାମ କରିବା ମୋପାଇଁ କଠିନ ହେଉଛି
Translation in other languages :
A condition or state of affairs almost beyond one's ability to deal with and requiring great effort to bear or overcome.
Grappling with financial difficulties.