Meaning : ଯାହା ସମ୍ମାନଜନକ ନୁହେଁ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ ନୁହେଁ
Example :
ଆପଣଙ୍କ ଭଳି ବ୍ୟକ୍ତିଙ୍କର ଅଶୋଭନୀୟ ଭାଷା ପ୍ରୟୋଗ କରିବା ଅନୁଚିତ
Translation in other languages :
जो सम्मानजनक या सामाजिक तौर पर स्वीकृत न हो।
आप जैसे व्यक्ति को अशोभनीय भाषा का प्रयोग नहीं करना चाहिए।Not in keeping with accepted standards of what is right or proper in polite society.
Was buried with indecent haste.Meaning : ଯେ ସୁଢ଼ଳ ନୁହେଁ
Example :
ବକ୍ରାଚାର୍ଯ୍ୟଙ୍କ ଶରୀର ଅସୁନ୍ଦର ଥିଲା
Synonyms : ବେଢ଼ଙ୍ଗ
Translation in other languages :
Meaning : ଖରାପ ଚେହେରା
Example :
ଗପ ଆରମ୍ଭରୁ ହିଁ ଡାହାଣୀ ମନ୍ତ୍ର ଦ୍ୱାରା ରାଜକୁମାରଙ୍କୁ କୁରୂପୀ କରିଦେଲା
Synonyms : ଅରୂପୀ, କୁରୂପୀ, ଖରାପଚେହେରା
Translation in other languages :