Meaning : ଅସାବଧାନ ରହିବା ଅବସ୍ଥା
Example :
ଅସାବଧାନତା ଯୋଗୁଁ ମୋହନର ଗୋଟିଏ ଗାଡ଼ି ସହିତ ଧକ୍କା ହେଲା
Synonyms : ଅନ୍ୟମନସ୍କତା, ଅମନଯୋଗିତା, ସାବଧାନହୀନତା
Translation in other languages :
Meaning : ଅସାବଧାନ ସହିତ ବା ବିନା ସାବଧାନରେ
Example :
ସେ ଅସାବଧାନତା ସହ ସିଡ଼ି ଉପରେ ଚଢ଼ୁଥିଲା ଓ ପଡ଼ିଗଲା
Synonyms : ଅସାବଧାନୀ, ଧ୍ୟାନହୀନତା
Translation in other languages :
असावधानी के साथ या बिना सावधनी के।
वह असावधानतः सीढ़ी पर चढ़ रहा था और गिर गया।Without caution or prudence.
One unfortunately sees historic features carelessly lost when estates fall into unsympathetic hands.