Meaning : ଖରାପ ବା ଅନୁଚିତ ବ୍ୟବହାର
Example :
କାହା ସହିତ କୁ-ବ୍ୟବହାର କରନାହିଁ
Synonyms : ଅନାଚାର, ଅସଦବ୍ୟବହାର, ଅସଦାଚାର, ଅସଦାଚାରଣ, ଅସାଧୁ ଆଚରଣ, କୁ-ଆଚରଣ, କୁ-ବ୍ୟବହାର, ଦୁରାଚାର, ଦୁର୍ବ୍ୟବହାର, ମନ୍ଦ ଆଚରଣ, ହୀନ ଆଚରଣ, ହୀନ ବ୍ୟବହାର
Translation in other languages :
The practice of treating (someone or something) badly.
He should be punished for his mistreatment of his mother.