Meaning : ଯାହାର କେହି ସାହାରା ନାହାନ୍ତି
Example :
ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
Synonyms : ଅନାଥ, ଅବଲମ୍ବନହୀନ, ନିଃସହାୟ
Translation in other languages :
Lacking help.
unassistedMeaning : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
Example :
ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
Synonyms : ଅନାଥ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ
Translation in other languages :