Meaning : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
Example :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
Synonyms : ଅଦ୍ଭୁତ, ଆଶ୍ଚର୍ଯ୍ୟ, ତାଜୁବ୍, ବିସ୍ମୟ
Translation in other languages :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseMeaning : ଯାହା ସମ୍ଭବ ନୁହେଁ
Example :
ରାମ ଅସମ୍ଭବ କାର୍ଯ୍ୟ କରି ଦେଖାଇଲା ତା’ ସହିତ ଏକ ଅସମ୍ଭବ ଘଟଣା ଘଟିଗଲା
Synonyms : ଅସମ୍ଭାବିତ
Translation in other languages :
Not capable of occurring or being accomplished or dealt with.
An impossible dream.