Meaning : କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ବା ଅଧା ରହିବାର ଅବସ୍ଥା
Example :
ଏହି କାର୍ଯ୍ୟର ଅସମ୍ପୂର୍ଣ୍ଣତା କାରଣରୁ ଅନ୍ୟ କାର୍ଯ୍ୟ ପ୍ରଭାବିତ ହେଉଛି
Synonyms : ଅସମ୍ପୂର୍ଣ୍ଣତା
Translation in other languages :
The state of being crude and incomplete and imperfect.
The study was criticized for incompleteness of data but it stimulated further research.Meaning : ସମାପ୍ତ ବା ଶେଷ ନହେବାର ଅବସ୍ଥା ବା ଭାବ
Example :
ଧନର ଅପର୍ଯ୍ୟାପ୍ତତା ପରେ ବି ଲାଳସା ଗଲା ନାହିଁ
Synonyms : ଅପର୍ଯ୍ୟାପ୍ତତା
Translation in other languages :