Meaning : ଯେଉଁ ଭୂମି ସମତଳ ନୁହେଁ
Example :
ଅସମତଳ ଭୂମିକୁ ଚାଷ କରିବା କଷ୍ଟକର
Synonyms : ଆବୁଡ଼ା ଖାବୁଡ଼ା
Translation in other languages :
Meaning : ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା
Example :
ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି
Synonyms : ଅଙ୍କାବଙ୍କା, ଖାଲଢ଼ିପ
Translation in other languages :