Meaning : କାହାରି କାମ, କଥାଆଦିରେ ସନ୍ତୁଷ୍ଟ ନହେବା
Example :
ଆପଣଙ୍କ ବାପା ଆପଣଙ୍କ କାମରେ ଅସନ୍ତୁଷ୍ଟ ଅଛନ୍ତି
Translation in other languages :
Meaning : ଦୁଃଖୀ ହୋଇ କ୍ରୋଧ କରିବା
Example :
ପୁଅର ତୃଟିପୂର୍ଣ୍ଣ ବ୍ୟବହାରରେ ବ୍ୟଥିତ ହୋଇ ମା ମନକୁ ମନ ଅସନ୍ତୁଷ୍ଟ ହେଉଥିଲେ
Synonyms : କୋପ କରିବା, ଚିଡ଼ିଚିଡ଼ି ହେବା, ଚିଡ଼ିବା
Translation in other languages :
Feel extreme irritation or anger.
He was chafing at her suggestion that he stay at home while she went on a vacation.