Subscribe
URL of the page has been copied to clipboard.
Meaning : ଯେ ତୃପ୍ତ ହୋଇନାହିଁ
Example : ତାହାର ଅତୃପ୍ତ ମନ ଠିକ୍ ଜ୍ଞାନକୁ ଖୋଜିବାରେ ଏଣେତେଣେ ଭ୍ରମୁଛି
Synonyms : ଅତୁଷ୍ଟ, ଅତୃପ୍ତ, ଅସନ୍ତୋଷୀ
Translation in other languages :हिन्दी English
जो तृप्त न हुआ हो।
Not having been satisfied.
Meaning : ଯେଉଁଥିରେ ସନ୍ତୋଷ ହୁଏ ନାହିଁ
Example : ଅସନ୍ତୁଷ୍ଟ ବ୍ୟକ୍ତି ସଦାସର୍ବଦା ଦୁଃଖୀ ରହିଥାଏ
Synonyms : ସନ୍ତୋଷହୀନ
जिसे संतोष न हो।
In a state of sulky dissatisfaction.
Install App