Subscribe
URL of the page has been copied to clipboard.
Meaning : ଯେଉଁ କୀଟ ନିଜ ଶରୀରରୁ ବାହାରୁଥିବା ଏକ ପ୍ରକାର ତନ୍ତୁରୁ ଜାଲ ତିଆରିକରି ସେଥିରେ ଛୋଟ କୀଟଆଦିଙ୍କୁ କାବୁ କରିଥାଏ
Example : ନିଜ ଜାଲରେ ଧରାପଡ଼ିଥିବା ଛୋଟ କୀଟ ବୁଢ଼ିଆଣୀର ଭୋଜନ ହୁଏ
Synonyms : ଉର୍ଣ୍ଣନାଭ, ତନ୍ତୁକୀଟ, ତନ୍ତୁବାୟ, ବୁଢ଼ିଆଣୀ
Translation in other languages :हिन्दी
एक कीड़ा जो अपने शरीर से निकले हुए एक प्रकार के तंतुओं से जाला बनाकर उसमें छोटे कीटों आदि को फँसाता है।
Install App