Meaning : ଅଶ୍ୱାରୋହୀସେନାଙ୍କ ଅଧିକାରୀ
Example :
ବଳୀ ଶାହା ଜଣେ ଶ୍ରେଷ୍ଠ ଅଶ୍ୱାଧ୍ୟକ୍ଷ ଥିଲେ
Synonyms : ଅଶ୍ୱାଧ୍ୟକ୍ଷ
Translation in other languages :
Meaning : ମଦ୍ରଦେଶର ଜଣେ ଧର୍ମପରାୟଣ ରାଜା
Example :
ଅଶ୍ୱପତି ସାବିତ୍ରୀଙ୍କ ପିତା ଥିଲେ
Translation in other languages :
An imaginary being of myth or fable.
mythical beingMeaning : କୈକୟଦେଶର ରାଜକୁମାରଙ୍କ ଉପାଧି
Example :
ରାଜକୁମାରଙ୍କୁ ଅଶ୍ୱପତି ଉପାଧିରେ ସମ୍ମାନିତ କରାଗଲା
Translation in other languages :
Meaning : ଘୋଡ଼ା ମାଲିକ
Example :
ଅଶ୍ୱପତିଙ୍କପାଖରେ ପଚାଶଟି ଘୋଡ଼ା ଅଛନ୍ତି
Translation in other languages :
Meaning : ଭରତଙ୍କ ମାମୁଁ
Example :
ଅଶ୍ୱପତିଙ୍କ ଉଲ୍ଲେଖ ରାମାୟଣରେ ମିଳେ
Translation in other languages :
An imaginary being of myth or fable.
mythical being