Meaning : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
Example :
ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
Synonyms : ଘୋଟକ, ଘୋଡ଼ା, ତୁରଗ, ତୁରଙ୍ଗ, ହୟ
Translation in other languages :
सींगरहित एक चौपाया जो गाड़ी खींचने और सवारी के काम में आता है।
राणा प्रताप के घोड़े का नाम चेतक था।Meaning : ଅଣ୍ଡିରା ଘୋଡ଼ା
Example :
ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା
Synonyms : ଘୋଟକ, ଘୋଡ଼ା, ତୁରଙ୍ଗ, ହୟ
Translation in other languages :
The male of species Equus caballus.
male horse