Meaning : ଯାହା ଅଶ୍ରୁରେ ଭର୍ତ୍ତି ହୋଇଛି
Example :
ତାଙ୍କର ରାମକାହାଣୀ ଶୁଣି ମୋ ଆଖି ଅଶ୍ରୁପୂର୍ଣ୍ଣ ହୋଇଗଲା
Synonyms : ଅଶ୍ରୁଯୁକ୍ତ, ଡବଡବ, ଲୁହଭରା, ଲୋତକଭରା
Translation in other languages :
जो अश्रु से भरा हुआ हो।
उसकी रामकहानी सुनकर मेरी आँखें अश्रुपूर्ण हो गयीं।