Meaning : ଗୋଟିଏ ପ୍ରକାରର କଳା ରସାଳ ଖଣିଜ ପଦାର୍ଥ ଯାହା ନଳ ଆଦିର ଯୋଡ଼େଇରେ ଲଗାଯାଏ ଫଳରେ ଜଳ ଝରେ ନାହିଁ
Example :
ଅଶ୍ମଜକୁ ସଡ଼କ ଉପରେ ଆଲକାତରା ପରି ବିଛାଇ ଦିଆଯାଏ
Synonyms : ଆସଫାଲ୍ଟ
Translation in other languages :
A dark bituminous substance found in natural beds and as residue from petroleum distillation. Consists mainly of hydrocarbons.
asphalt, mineral pitch