Subscribe
URL of the page has been copied to clipboard.
Meaning : ଯାହା କେବେ ସମାପ୍ତ ହୁଏ ନାହିଁ
Example : ପ୍ରକୃତି ଈଶ୍ୱରଙ୍କର ଅନନ୍ତ ବିସ୍ତାର
Synonyms : ଅନନ୍ତ, ଅନ୍ତହୀନ, ଅସମାପ୍ତ, ଶେଷହୀନ
Translation in other languages :हिन्दी English
जो कभी समाप्त न हो।
Having no limits or boundaries in time or space or extent or magnitude.
Meaning : ଯାହା ଗଣାଯାଇପାରେ ନାହିଁ
Example : ଆଜି ସଭାରେ ଅସଂଖ୍ୟ ବ୍ୟକ୍ତି ଯୋଗ ଦେଇଥିଲେ
Synonyms : ଅଗଣନ, ଅଗଣନୀୟ, ଅଗଣିତ, ଅସଂଖ୍ୟ, ବେସୁମାରୀ
जिसे गिना न जा सके।
Too numerous to be counted.
Install App