Subscribe
URL of the page has been copied to clipboard.
Meaning : ବହୁତ କମ୍ ସମୟ
Example : ସ୍ୱାମୀ ବିବେକାନନ୍ଦ ଅଳ୍ପସମୟରେ ହିଁ ପ୍ରସିଦ୍ଧ ହୋଇଗଲେ
Synonyms : ଅଳ୍ପକାଳ, କମ୍ ସମୟ
Translation in other languages :हिन्दी English
बहुत थोड़ा समय।
A short time.
Meaning : ବହୁତ କମ୍ ସମୟପାଇଁ
Example : ମା ଭାଇକୁ ଅଳ୍ପ ସମପାଇଁ ମଧ୍ୟ ଏକାକୀ ଛାଡ଼ନ୍ତିନାହିଁ
Synonyms : ନିମିଷ ମାତ୍ର
बहुत कम समय के लिए।
For an instant or moment.
Install App