Meaning : ଅଳ୍ପ ହେବାର ଅବସ୍ଥା ବା ଭାବ
Example :
ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
Synonyms : ଅତ୍ୟଳ୍ପ, ଅଭାବ, କମ୍
Translation in other languages :
Lack of an adequate quantity or number.
The inadequacy of unemployment benefits.Meaning : ଏକ ଅଳଂକାର
Example :
ଅଳ୍ପରେ ଆଧେୟ ଅପେକ୍ଷା ଆଧାରର ଅଳ୍ପତା ପ୍ରଦର୍ଶିତ କରାଯାଇଥାଏ
Translation in other languages :
Meaning : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
Example :
ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
Synonyms : ଅଳ୍ପାଂଶୀୟ, କମ୍, କିଛି, ନ୍ୟୁନାଂଶୀୟ, ନ୍ୟୂନ
Translation in other languages :
कम अंश से संबंधित या कम अंश का।
इस क्षेत्र का न्यूनांशीय भाग बाढ़ से घिर गया है।