Meaning : ମନୁଷ୍ୟ ନିର୍ମିତ ଏକ ବସ୍ତୁ ଯାହା ଧାରଣ କରିବାଦ୍ୱାରା କାହାରି ଶୋଭା ବଢ଼ିଥାଏ
Example :
ପ୍ରତ୍ୟେକ ନାରୀ ଗହଣାଗାଣ୍ଠି ପ୍ରିୟ ହୋଇଥାନ୍ତି
Synonyms : ଆଭରଣ, ଆଭୂଷଣ, ଗହଣାଗାଣ୍ଠି, ଭୂଷଣ
Translation in other languages :
Meaning : ସାହିତ୍ୟରେ ବର୍ଣ୍ଣନା କରିବାର ସେହି ରୀତି ଯେଉଁଥିରେ ଚମତ୍କାର ଓ ରୋଚକତା ଆସେ
Example :
ଅଳଙ୍କାର ଦୁଇ ପ୍ରକାର ହୋଇଥାଏ,ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର
Synonyms : ଅଳଂକାର
Translation in other languages :