Subscribe
URL of the page has been copied to clipboard.
Meaning : ସଧବା ସ୍ତ୍ରୀମାନେ ଯେଉଁ ଲାଲ ରଙ୍ଗରେ ପାଦ ରଙ୍ଗାନ୍ତି
Example : ଅଧିକାଂଶ ଶିକ୍ଷିତ ମହିଳା ଅଳତା ଲଗାଇବାକୁ ପସନ୍ଦ କରନ୍ତି ନାହିଁ
Synonyms : ଅଳତା, ଯାବକ
Translation in other languages :हिन्दी
वह लाल रंग जिससे सौभाग्यवती स्त्रियाँ पैर रँगती हैं।
Install App