Meaning : ଗୋଟିଏ ଅନ୍ୟ ଠାରୁ ଭିନ୍ନ ତଥା ଅଲଗା ହେବା
Example :
ନେତାଜୀ ସମସ୍ତଙ୍କ ମିଶିବାପାଇଁ ଅଲଗାଅଲଗା ସମୟ ନିର୍ଦ୍ଧାରିତ କରିଛନ୍ତି ତିନିଟି ଅଲଗାଅଲଗା ସମୟରେ ବୋମା ବିସ୍ପୋରଣ ହେଲା
Synonyms : ପୃଥକପୃଥକ, ବିଭିନ୍ନ, ଭିନ୍ନଭିନ୍ନ
Translation in other languages :
* जो एक दूसरे से भिन्न तथा अलग-अलग हो।
नेताजी ने सबसे मिलने के लिए अलग-अलग समय निर्धारित किया है।