Meaning : ମେଳ ବା ଦଳଆଦିରୁ ଅଲଗା ହେବା
Example :
ସେ କଂଗ୍ରେସରୁ ବାହାରି ଗଲା
Synonyms : ଦୂରେଇଯିବା, ପୃଥକ ହେବା, ବାହାରିଯିବା, ହଟିଯିବା
Translation in other languages :
Remove oneself from an association with or participation in.
She wants to leave.Meaning : ବାହାର କରିଦେବା
Example :
ଏହି କମ୍ପାନୀର ପଚାଶ କର୍ମଚାରୀ ଛଟେଇ ହୋଇଗଲେ
Synonyms : ଛଟେଇହେବା, ବାହାର ହେବା
Translation in other languages :
Remove from a position or an office.
remove