Meaning : ଯେଉଁ ଶକୁନ ଅଶୁଭର ପରିଚାୟକ
Example :
ରାମ ଲଙ୍କା ଉପରେ ଆକ୍ରମଣ କଲା ମାତ୍ରକେ ଲଙ୍କାରେ ଅଶୁଭ ଲକ୍ଷଣ ଦେଖାଦେଲା
Synonyms : ଅପଶକୁନ, ଅଶୁଭ ଚିହ୍ନ, ଅଶୁଭ ଲକ୍ଷଣ, ଦୁର୍ଲକ୍ଷଣ, ବିତ୍ପାତ, ମନ୍ଦ ଲକ୍ଷଣ
Translation in other languages :
Meaning : ଅଶୁଭ ବା ଖରାପ ଲକ୍ଷଣ
Example :
କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ
Synonyms : ଅଶୁଭ, ଅଶୁଭ ଲକ୍ଷଣ, କୁଲକ୍ଷଣ
Translation in other languages :
अशुभ या बुरा लक्षण।
कहीं जाते समय बिल्ली का रास्ता काटना कुलक्षण माना जाता है।An unfavorable omen.
foreboding