Meaning : ଯୋଗର ଏକ ଅବସ୍ଥା
Example :
ଇଶ୍ୱରଙ୍କ ଶରଣାଗତି ହେଲେ ନିର୍ବୀଜ ସମାଧି ଶୀଘ୍ର ହୁଏ
Synonyms : ନିର୍ବୀଜ ସମାଧି
Translation in other languages :
योग की एक अवस्था।
‘ईश्वर की शरणागति से निर्बीज समाधि की सिद्धि शीघ्र हो जाती है।Meaning : ଯେଉଁଥିରେ ରୂପକ ଅଳଙ୍କାର ନ ଥାଏ
Example :
ଏହା ଏକ ଅରୂପକ କାବ୍ୟ ରଚନା
Synonyms : ରୂପକ ଅଳଙ୍କାରରହିତ, ରୂପକ ଅଳଙ୍କାରହୀନ
Translation in other languages :