Meaning : ଯାହା ଖାଇବାକୁ ଇଚ୍ଛା ହୁଏନାହିଁ
Example :
କିଛି ପୌଷ୍ଟିକ କିନ୍ତୁ ଅରୁଚିକର ଖାଦ୍ୟକୁ ଖାଇବା ଉଚିତ
Translation in other languages :
Meaning : ଯାହା ରୋଚକ ନୁହେଁ
Example :
ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
Translation in other languages :