Meaning : ଇଚ୍ଛାର ଅଭାବ ବା ଇଚ୍ଛା ନହେବାର ଭାବ
Example :
ପଢ଼ିବାକୁ ତାହାର ଅରୁଚି ରହିଛି
Synonyms : ଅନିଚ୍ଛା
Translation in other languages :
Meaning : ଏକ ରୋଗ ଯେଉଁଥିରେ ଇଚ୍ଛା ହେଉଥିଲେ ମଧ୍ୟ ଖାଇ ହୁଏ ନାହିଁ
Example :
ଘୃଣିତ ଅବା ଦୁର୍ଗନ୍ଧଯୁକ୍ତ ବସ୍ତୁ ଦେଖିବା ଅବା ଖାଇବାଯୋଗୁଁ ଅରୁଚି ହୋଇଥାଏ
Synonyms : ଅରୁଚିରୋଗ
Translation in other languages :