Meaning : ଜୈନଙ୍କ ବାଇଶତମ ତୀର୍ଥଙ୍କର
Example :
ଅରିଷ୍ଟ ନେମୀନାଥ ଭଗବାନଙ୍କ ନାମ ଋଗବେଦରେ ଚାରିଥର ଉଲ୍ଲିଖିତ ହୋଇଛି
Synonyms : ଅରିଷ୍ଟ ନେମୀନାଥ, ଅରିଷ୍ଟ ନେମୀନାଥ ଭଗବାନ
Meaning : ସାଗର ରଜାଙ୍କ ଶ୍ୱଶୁର
Example :
ଅରିଷ୍ଟନେମୀଙ୍କ ବର୍ଣ୍ଣନା ପୁରାଣରେ ମିଳେ
Translation in other languages :
An imaginary being of myth or fable.
mythical beingMeaning : ଷୋଡ଼ଶତମ ପ୍ରଜାପତି
Example :
ଅରିଷ୍ଟନେମୀଙ୍କ ଉଲ୍ଲେଖ ପୁରାଣରେ ରହିଛି
Translation in other languages :
Meaning : ଜଣେ ପ୍ରଜାପତି
Example :
ଅରିଷ୍ଟନେମୀଙ୍କ ବର୍ଣ୍ଣନା ପୁରାଣରେ ମିଳେ
Synonyms : କଶ୍ୟପ ପ୍ରଜାପତି
Translation in other languages :
Meaning : ଜଣେ ଜୈନ ତୀର୍ଥଙ୍କର
Example :
ନେମିନାଥ ଜୈନଧର୍ମର ଦ୍ୱାବିଂଶ ତୀର୍ଥଙ୍କର ଥିଲେ
Translation in other languages :
जैनियों के बाईसवें तीर्थंकर।
नेमीनाथ का नाम ऋग्वेद में चार बार प्रयुक्त हुआ है।Meaning : କଶ୍ୟପ ଋଷିଙ୍କ ପୁତ୍ର
Example :
ବିନିତାଙ୍କ ଗର୍ଭରୁ ଅରିଷ୍ଟନେମୀଙ୍କ ଜନ୍ମ ହୋଇଥିଲା
Translation in other languages :
An imaginary being of myth or fable.
mythical being