Subscribe
URL of the page has been copied to clipboard.
Meaning : ଜ୍ୟୋତିଷଶାସ୍ତ୍ର ଅନୁସାରେ କୁଣ୍ଡଳୀର ଷଷ୍ଠ ସ୍ଥାନ
Example : ଆପଣଙ୍କ ଅରାତିରେ ମଙ୍ଗଳ ରହିଛି
Synonyms : ଅରି
Translation in other languages :हिन्दी
ज्योतिषशास्त्र के अनुसार कुंडली का छठा स्थान।
Meaning : କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟ ଆଦି ମନୁଷ୍ୟର ଛଅଟି ଶତ୍ରୁ
Example : ଅରାତି ଉପରେ ବିଜୟ ଲାଭ କଲେ ହିଁ ମନୁଷ୍ୟ ଠିକ ଅର୍ଥରେ ଭଗବତ ପ୍ରେମ କରିପାରିବ
काम, क्रोध, लोभ, मोह,मद और मात्सर्य मनुष्य के ये छः शत्रु।
Install App