Meaning : ଧର୍ମଗ୍ରନ୍ଥରେ ବର୍ଣ୍ଣିତ ସେହି ତରଳ ପଦାର୍ଥ ଯାହା ପିଇଲେ ଜୀବ ଅମର ହୋଇଯାଏ
Example :
ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତକୁ ନେଇ ଦେବତା ଓ ଅସୁର ନିଜ ମଧ୍ୟରେ ଲଢ଼େଇ କଲେ
Translation in other languages :
Meaning : ଖାଇବା ନିମନ୍ତେ ମିଠା ଓ ସ୍ୱାଦିଷ୍ଟ ଜିନିଷ
Example :
ବାଃ!ପ୍ରସାଦ ରୂପରେ ଅମୃତ, ଦିଅ ଦିଅ ଆଉ କିଛି ଦିଅ
Translation in other languages :
Meaning : ହିମାଳୟ ଅଞ୍ଚଳରେ ହେଉଥିବା ଏକ ଗଛ
Example :
ଅତୀସ ଗଛରୁ ଔଷଧ ତିଆରି ହୁଏ
Synonyms : ଅତୀସ, ଅରୁଣା, ଶ୍ୱେତକନ୍ଦା
Translation in other languages :