Subscribe
URL of the page has been copied to clipboard.
Meaning : ଯାହାକୁ ଜନ୍ମ ମରଣରୁ ଅବ୍ୟାହତି ମିଳିନାହିଁ ବା ମୋକ୍ଷ ମିଳିନାହିଁ
Example : ସେ ଅମୋକ୍ଷ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କଲେ
Synonyms : ଅମୋକ୍ଷ
Translation in other languages :हिन्दी
जिसे जन्म-मरण से छुटकारा न मिला हो या मोक्ष न मिली हो।
Meaning : ଯାହା ବନ୍ଧା ହୋଇଛି
Example : ତୁଳସୀଦାସ ରାମଚରିତ ମାନସରେ ଦୋହା-ଚୌପାଇର ରଚନା ଆବଦ୍ଧ ଛନ୍ଦରେ କରିଛନ୍ତି
Synonyms : ଅବିମୁକ୍ତ, ଆବଦ୍ଧ, ନିବଦ୍ଧ
Translation in other languages :हिन्दी English
जो बँधा हुआ हो।
That is on a string.
Meaning : ଅସୁବିଧାରେ ପକାହୋଇଥବା
Example : ପଞ୍ଜୁରୀର ପକ୍ଷୀକୁ ବନ୍ଦୀ ଅବସ୍ଥାରେ ଦେଖି ଦୟା ଆସେ
Synonyms : ବନ୍ଦୀ
फँसा हुआ।
Install App