Meaning : ଖାଦ୍ୟ ରଖିବା ସ୍ଥାନ
Example :
ହରଡ଼ କାଠି ତିଆରି ତାଟିରେ ଅମାରକୁ ଘେରି ଆଚ୍ଛାଦନ କରାଯାଏ ଏବଂ ତା ଉପରେ ତଳେ ନଡା ପକାଇ ଦିଆଯାଏ
Translation in other languages :
An outlying farm building for storing grain or animal feed and housing farm animals.
barn