Meaning : ଯେଉଁ ଧନ ଜାମିନଦାରଙ୍କଦ୍ୱାରା କାହାରି ଜାମିନ ରୂପରେ ଜମା କରାଯାଏ
Example :
ଅମାନତ ଜମା କରିବା ପରେ ହିଁ ତାଙ୍କୁ ଜାମିନ ମିଳିଲା
Synonyms : ପ୍ରତିଭୂତି
Translation in other languages :
Meaning : (ଦରକାରବେଳେ କାମରେ ଆସିବା ) କାହାର ପାଖରେ ରଖାଯାଉଥିବା ଅନ୍ୟର ବସ୍ତୁ ବା ଦ୍ରବ୍ୟ
Example :
ଆପଣଙ୍କ ଅମାନତ ମୋ ପାଖରେ ସୁରକ୍ଷିତ
Translation in other languages :
The delivery of personal property in trust by the bailor to the bailee.
bailmentMeaning : ଜାମିନ ବଦଳରେ ଦିଆ ଯାଉଥିବା ଧନରାଶି
Example :
ପାଞ୍ଚ ହଜାର ଟଙ୍କା ଅମାନତ ଜମା କରିବାପରେ ହିଁ ରାକେଶକୁ ଜାମିନ ମିଳିଲା
Meaning : ନିଜର କିଛି ଜିନିଷକୁ କିଛି ଦିନପାଇଁ ଅନ୍ୟ କାହାପାଖରେ ରଖିବାର କ୍ରିୟା
Example :
ମୁଁ ଅମାନତକୁ ଡରୁଛି
Translation in other languages :
Meaning : କଥାରେ, ଲିଖିତାକାରରେ ଅଥବା କିଛି ଟଙ୍କା ଜମାକରି କୌଣସି ବ୍ୟକ୍ତି ବା କାର୍ଯ୍ୟର ଯେଉଁ ଉତ୍ତରଦାୟିତ୍ୱ ନିଜ ଉପରକୁ ନିଆଯାଏ
Example :
ନ୍ୟାୟାଧୀଶ ଅମାନତ ପରିମାଣ ଏକହଜାରଟଙ୍କା ବୋଲି ନିର୍ଦ୍ଧାରଣ କଲେ
Translation in other languages :