Meaning : କ୍ଷୟ ବା ବ୍ୟୟ ନ ହେବାର ଅବସ୍ଥା
Example :
ଆତ୍ମାର ଅକ୍ଷୟତ୍ୱ ବିଷୟରେ ଆମେ ସମସ୍ତେ ପରିଚିତ
Synonyms : ଅକ୍ଷୟତ୍ୱ
Translation in other languages :
The property of being resistant to decay.
He advertised the imperishability of the product.Meaning : ଅମର ହେବାର ଅବସ୍ଥା
Example :
ଅମରତ୍ୱପାଇଁ ଅସୁରମାନେ ମଧ୍ୟ ଅମୃତ ପାନ କରିବାକୁ ଚାହୁଁଥିଲେ
Translation in other languages :
A state of eternal existence believed in some religions to characterize the afterlife.
eternity, timeless existence, timelessness