Meaning : ବିବାହ ପୂର୍ବରୁ ବର-କନ୍ୟାଙ୍କ ରାଶିବର୍ଗର ସଂଯୋଗ ନିମନ୍ତେ ନକ୍ଷତ୍ରମାନଙ୍କର ଗୋଟିଏ ଗଣ
Example :
ଅମର ଗଣ ବର-କନ୍ୟାଙ୍କ ନିମନ୍ତେ ଶୁଭଦାୟୀ ହେବ
Synonyms : ଅମର ଗଣ
Translation in other languages :
Meaning : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
Example :
ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
Synonyms : ଅମର୍ତ୍ୟ, କାଳଜୟୀ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
Translation in other languages :
Not subject to death.
immortalMeaning : ଯାହା ଜର୍ଜର ବା ଜୀର୍ଣ୍ଣ ନୁହେଁ
Example :
ଏହି ଶରୀର କେବେବି ଅକ୍ଷୟ ନୁହେଁ
Translation in other languages :
Meaning : ଯେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚେ
Example :
ଚିରଞ୍ଜୀବୀ ହେବା ନିମନ୍ତେ ସାଧୁ ଆଶୀର୍ବାଦ ଦେଲେ
Synonyms : ଆୟୁଷ୍ମାନ, ଚିରଜୀବୀ, ଚିରଞ୍ଜୀବୀ, ଚିରାୟୁ, ଦୀର୍ଘାୟୁ, ବୁଢ଼ାଟେ ହେଇଥା
Translation in other languages :
Existing for a long time.
Hopes for a durable peace.Meaning : ଯାହାର କେବେ ନାଶ ହୁଏନାହିଁ
Example :
ଆତ୍ମା ଅମର
Synonyms : ଅକ୍ଷୁଣ୍ଣ, ଅକ୍ଷୟ, ଅବିନଶ୍ୱର, ଅବିନାଶୀ, ଶାଶ୍ୱତ
Translation in other languages :
जिसका कभी नाश न हो या सदा बना रहनेवाला।
आत्मा अमर है।Not subject to death.
immortal