Subscribe
URL of the page has been copied to clipboard.
Meaning : ମନୁଷ୍ୟଠାରୁ ଭିନ୍ନ ପ୍ରାଣୀ
Example : ପ୍ରକୃତିରେ ମନୁଷ୍ୟେତର ପ୍ରାଣୀଙ୍କ ସଂଖ୍ୟା ଅଧିକ
Synonyms : ଅମାନବ, ମନୁଷ୍ୟେତର ପ୍ରାଣୀ
Translation in other languages :हिन्दी
मनुष्य से भिन्न प्राणी।
Meaning : କ୍ରୁର, ଅତ୍ୟାଚାରୀ ଏବଂ ପାପୀ ବ୍ୟକ୍ତି
Example : କିଛି ଅସୁର ମିଶି ନିର୍ଦ୍ଦୋଷ ଗ୍ରାମବାସୀମାନଙ୍କୁ ମୃତ୍ୟୁ ଘାଟକୁ ଠେଲି ଦେଲେ
Synonyms : ଅସୁର, ଦାନବ, ଦୈତ୍ୟ, ରାକ୍ଷସ
Translation in other languages :हिन्दी English
क्रूर,अत्याचारी और पापी व्यक्ति।
A cruel wicked and inhuman person.
Meaning : ମଣିଷର ସ୍ୱଭାବ, ପ୍ରକୃତି ବା ଆଚରଣର ବିରୁଦ୍ଧ ବା ପଶୁମାନଙ୍କ ଭଳି
Example : ଅମାନବୀୟ ପ୍ରକୃତିଗୁଡ଼ିକୁ କଦାପି ପ୍ରଶ୍ରୟ ଦେବା ଉଚିତ ନୁହେଁ କାହାରିସହ ମଧ୍ୟ ଅମାନବୀୟ ବ୍ୟବହାର କରନ୍ତୁ ନାହିଁ
Synonyms : ଅମାନବୀୟ, ଅମାନୁଷିକ, ପଶୁବତ୍, ପାଶବିକ
मनुष्य के स्वभाव,प्रकृति या आचरण के विरुद्ध या पशुओं का सा।
Install App